ପାଲଲହଡ଼ା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିବା ଚର୍ଚ୍ଚା ପ୍ରସଙ୍ଗରେ ବିଧାୟକ ମହେଶ ସାହୁ କହିଲେ,ଏଠାରୁ ସେ ଲଢ଼ିଲେ ମୁଁ ସ୍ୱାଗତ କରିବି, ମୁଁ ଲଢ଼ିବାକୁ ଭୟଭୀତ ନୁହେଁ, ମୋର ଯାହା ଆକଳନ ସେ ଲୋକସଭା କି ବିଧାନସଭା କେଉଁଠୁ ଲଢ଼ିବେନି,ବିଧାୟକ ହେଲେ ପାଦରେ ଚାଲିବାକୁ ପଡ଼ିବ, ସେ ପବନରେ ଉଡ଼ୁଛନ୍ତି

You might also like