ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ, ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ କଥା ସ୍ୱୀକାର କଲେ ଲିପନ, ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଯୋଗୁ ଖସିପଡ଼ିଛନ୍ତି ନିକିତା: କଟକ ଡିସିପି ଅଖିଳେଶ୍ୱର ସିଂ

You might also like