ପାରାଦୀପ: ଦିନ ଦ୍ୱିପ୍ରହରରେ ବୃନ୍ଦାବନ କଲୋନୀ ବେଲ୍ଟ ଲାଇନ୍‌ରୁ ବନ୍ଧୁକ ମୁନରେ ଠିକାଦାରଙ୍କ ଠାରୁ ଲୁଟ୍ ଉଦ୍ୟମ; ଗୋଟିଏ କାର୍‌ରେ ଆସି ୫ରୁ ୬ ଜଣ ଲୁଟ୍ ଉଦ୍ୟମ କରିଥିଲେ, ଜଣଙ୍କୁ ଧରି ପିଟିବା ସହ ପୁଲିସର ଜିମା ଦେଲେ ଲୋକେ

You might also like