ପାଟ୍ରୋଲିଂ କରିବା ପାଇଁ ପୋଲିସଙ୍କୁ ମିଳିଲା ସ୍କୁଟି ଓ ବାଇକ, ବିଭିନ୍ନ ଥାନାକୁ ୫୩ ସ୍କୁଟି ଓ ୨୩ ବାଇକ ପ୍ରଦାନ କଲେ କମିଶନର, ଡିସିପି ଅଫିସ୍‌ରେ ସ୍ୱତନ୍ତ୍ର ଉତ୍ସବରେ ସ୍କୁଟି, ବାଇକ ପ୍ରଦାନ, ସ୍କୁଟି ଚଢ଼ି ସହରରେ ପାଟ୍ରୋଲିଂ କରିବେ ମହିଳା ପୋଲିସ କର୍ମଚାରୀ

You might also like