ପାଇପ୍‌ ଯୋଗେ ରୋଷେଇ ଗ୍ୟାସ୍‌ ଯୋଗାଇବା କାମ ମଧ୍ୟ ଆଗେଇ ଚାଲିଛି, ପ୍ରାକୃତିକ ତୈଳ ଓ ଗ୍ୟାସ୍ ଯୋଗାଣ ଓଡ଼ିଶାକୁ ନୂଆ ଦିଗନ୍ତ ଦେବାକୁ ଯାଉଛି, ଗ୍ରାମୀଣ ମହିଳାଙ୍କୁ ଧୂଆଁମୁକ୍ତ ରୋଷେଇ ଘର ଯୋଗାଇବାକୁ ଆମେ ସଙ୍କଳ୍ପବଦ୍ଧ: ପ୍ରଧାନମନ୍ତ୍ରୀ

You might also like