ପାଇକ ବିଦ୍ରୋହ ସ୍ମାରକୀ ଜାଗା ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ପରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଲେ- ଧର୍ମେନ୍ଦ୍ର ପ୍ରଧାନ ବିଭ୍ରାନ୍ତିକର କଥା କହୁଛନ୍ତି, ବର୍ଷେ ହେଲାଣି DPR ପ୍ରସ୍ତୁତ କରି ଦିଆ ସରିଲାଣି, ଏ କଥା ଲୋୟର ପିଏମ୍‌ଜିରେ ନୁହେଁ ଦିଲ୍ଲୀରେ କୁହନ୍ତୁ

You might also like