ପଶ୍ଚିମବଙ୍ଗ ସାଗର ଓ ବାଂଲାଦେଶ ହାତୀଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ‘ଅମ୍ପନ’: ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ୍ ପରେ ଭୟଙ୍କର ରୂପ ନେବ, ସମୁଦ୍ରରେ ଘଣ୍ଟାକୁ ମାତ୍ର ୬ କିମି ବେଗରେ ଗତି କରୁଛି ‘ଅମ୍ପନ’, ବାତ୍ୟା ‘ଅମ୍ପନ’ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

You might also like