ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଲେ-ଇସି ଅଗ୍ରୱାଲ୍ ଭଳି ଦାମୀ ଓକିଲଙ୍କୁ କାହିଁକି ନିଯୁକ୍ତ କଲେ ସରକାର ? ସବୁ ତଥ୍ୟପ୍ରମାଣ ଅଛି ବୋଲି କହୁଛ, ପୁଣି କାହିଁକି ଦାମୀ ଓକିଲ ଦେଲ ? Edited By OTV Khabar Bureau | By Rajalaxmi Sahoo On Feb 23, 2021 Share Share