ପଟ୍ଟାମୁଣ୍ଡାଇ: ରାଜନଗର କଣ୍ଡିରା ଗାଁରେ ଘରୁ ଡାକି ଆଣି ଗୁଳିମାଡ଼; ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ, ୨ଟି ବାଇକରେ ୪ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିବା ସୂଚନା, ଜଣଙ୍କୁ କାବୁ କରି ପୁଲିସ ଜିମା ଦେଲେ ଗାଁଲୋକେ

You might also like