ପଞ୍ଚାୟତ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି କଲେ ରାଜ୍ୟ ସରକାର, କେବଳ ୱାର୍ଡ ସଭ୍ୟଙ୍କୁ ଛାଡ଼ି ଦୈନିକ ଭତ୍ତା, ସିଟିଂ ଫି, ପାରିତୋଷିକ ବୃଦ୍ଧି କଲା ପଞ୍ଚାୟତିରାଜ ବିଭାଗ, ସରପଞ୍ଚ, ସମିତି ସଭ୍ୟଙ୍କ ସିଟିଂ ଫି ୨୦୦, ପାରିତୋଷିକ ୨୩୫୦କୁ ବୃଦ୍ଧି, ଜିଲ୍ଲା ପରିଷଦ ସଭ୍ୟଙ୍କ ସିଟିଂ ଫି ୨୨୦, ପାରିତୋଷିକ ୩୫୩୦କୁ ବୃଦ୍ଧି

You might also like