ନୂଆ ୩ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର: ସମସ୍ତ ନୂଆ ୩ ଆକ୍ରାନ୍ତ ରାଉରକେଲାର ସୂଚନା; ୩ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି, ୨୩ ବର୍ଷୀୟ ଯୁବକ, ୬୦ ବର୍ଷୀୟ ବୃଦ୍ଧ ଓ ୫୭ ବର୍ଷୀୟା ମହିଳା

You might also like