ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ ନେତା ଦାମ ରାଉତ: କହିଲେ- ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ତାମିଲ, ପାଣ୍ଡିଆନ୍ ଯାହା ଲେଖୁଛନ୍ତି ସେ ପଢ଼ୁଛନ୍ତି, ନବୀନ ଯାହାକୁ ବାହାର କରିଛନ୍ତି ଚୋର କହି ବାହାର କରିଛନ୍ତି, ମାତ୍ର ମୁଁ ତାଙ୍କୁ ଚୋର କହିବାରୁ ଦଳରୁ ବାହାରିଛି

You might also like