ନୂଆପଡ଼ାରୁ ୧୫୨, ଭଦ୍ରକରୁ ୧୩୪, ଦେବଗଡ଼ରୁ ୧୧୪, ମାଲକାନଗିରିରୁ ୧୧୦, କନ୍ଧମାଳରୁ ୧୦୧, ଗଜପତିରୁ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯କୁ ବୃଦ୍ଧି । ସକ୍ରିୟ ମାମଲା ୧,୦୬,୮୧୨ ଥିବା ବେଳେ ସୁସ୍ଥ ହେଲେଣି ୫,୪୬,୬୩୧ ଜଣ

 

 

You might also like