ନୂଆପଡ଼ାରୁ ପଡ଼ୋଶୀ ଛତିଶଗଡ଼କୁ ବନ୍ଦ ହୋଇପାରେ ବସ୍ । ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ବସ୍ ବନ୍ଦ କରିବାକୁ ଯୋଜନା କରାଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । Edited By OTV Khabar Bureau | By Pranjna Parimita On Mar 30, 2021 Share Share