ନୀଳଗିରି: ଅର୍ଥ ଅଭାବରୁ ୩ ଦିନ ଯାଏ ଘରେ ପଡ଼ି ରହିଲା ଶବ; ଅନ୍ତିମ ସଂସ୍କାର କରିପାରିଲେନି ପରିବାର, ଆଜି ଶବକୁ ପୋତିଦେଲେ, ସଜନାଗଡ଼ ଗାଁର ଜଣେ ବୃଦ୍ଧଙ୍କ ଗତ ୪ ତାରିଖରେ ମୃତ୍ୟୁ ହୋଇଥିଲା #Odisha

You might also like