ନିର୍ବାଚନ କମିଶନଙ୍କ ଆମ୍ବାସଡ଼ର ଦୂତୀ ଚାନ୍ଦ BJD ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ସୋଶାଲ ମିଡିଆ ଜରିଆରେ ଭୋଟ ମାଗୁଥିବା ଅଭିଯୋଗ ହୋଇଛି; CEO ସୁରେନ୍ଦ୍ର କୁମାର କହିଲେ- ଯାଞ୍ଚ ହେବା ପରେ ଏନେଇ ସ୍ପଷ୍ଟ କରାଯିବ

You might also like