ନରସିଂହପୁର: ଦୁଇ ଦିନ ଧରି ମଣ୍ଡିରେ ଧାନ ନେଉ ନ ଥିବାରୁ ତାତିଲେ ଚାଷୀ, ରାସ୍ତାରେ ଧାନ ଢାଳି କୋକଳବା ଛକରେ ରାସ୍ତାରୋକ କଲେ,କଟକ-ନରସିଂହପୁର ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ

You might also like