ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଦୁର୍ଭାଗ୍ୟଜନକ କହିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କହିଲେ- ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତିକୁ ଭ୍ରୁକ୍ଷେପ ନକରି ବନ୍ଦ ଡାକରା ଦିଆଯାଇଛି, ବନ୍ଦ ଯୋଗୁ ସାଧାରଣ ଜନତା ହଇରାଣ ହେବା ସହ ଅସନ୍ତୁଷ୍ଟ ଅଛନ୍ତି

You might also like