ନବ ଦାସଙ୍କ ଇସ୍ତଫା ପରେ ବିରୋଧୀ ଦଳ ମାନ୍ୟତା ଯିବା ଆଶଙ୍କା ପ୍ରସଙ୍ଗରେ ନରସିଂହ ମିଶ୍ର କହିଲେ- ବିରୋଧୀ ଦଳ ନେତା ମାନ୍ୟତା ଚାଲିଗଲେ ବି ମୋ ପାଟି ବନ୍ଦ ହେବନି, ସରକାର ଦେଇଥିବା ଖଣ୍ଡେ ଗାଡ଼ି, ଦୁଇ ପିଅନ ନେଇଯିବେ

You might also like