ନବ ଦାସଙ୍କ ଇସ୍ତଫା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ- ଏଭଳି ଖବର କଷ୍ଟ ଦିଏ, ମାତ୍ର ଏହା ଆମ ପାଇଁ ଭଲ; ଆଦର୍ଶହୀନ ରାଜନୀତି କରୁଥିବା ବ୍ୟକ୍ତି ଚାଲିଯିବା ଭଲ, ରାଜନୀତିକୁ ବ୍ୟାବସାୟିକ ସ୍ୱାର୍ଥରେ ଲଗାନ୍ତି, ଓଡ଼ିଶା କଂଗ୍ରେସ ପୂର୍ବାପେକ୍ଷା ଅଧିକ ଦୃଢ଼ ହୋଇଛି

You might also like