ନବୀନ ନିବାସ ଆଗରେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ନବୀନ ନିବାସ ଭିତରକୁ ନଛାଡ଼ିବାକୁ ଭିତରୁ ନିର୍ଦ୍ଦେଶ ଥିବା କହି ଗେଟ୍ ସମ୍ମୁଖୀନରେ ଓଟିଭି ଟିମ୍‌କୁ ଠେଲାପେଲା କଲେ ସୁରକ୍ଷା କର୍ମୀ, ହେଲେ କିଏ ଏପରି ନିର୍ଦ୍ଦେଶ ଦେଇଛି କହିଲେନି

You might also like