ନବୀନ ନିବାସ ଆଗରେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ନବୀନ ନିବାସରେ ଏକ ମିଶ୍ରଣ କାର୍ଯ୍ୟକ୍ରମର ଖବର ସଂଗ୍ରହ ପାଇଁ ନିମନ୍ତ୍ରଣ ପାଇ ଯାଇଥିବା ଓଟିଭି ଟିମ୍‌କୁ ଭିତରକୁ ଛଡ଼ାଯିବ ନାହିଁ ବୋଲି କହି ଗେଟ୍‌ ସମ୍ମୁଖରେ ଠେଲାପେଲା କରିଥିଲେ ସୁରକ୍ଷାକର୍ମୀ

You might also like