ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମକିଆ SBI ବ୍ରାଞ୍ଚର ସବୁ କର୍ମଚାରୀ କ୍ୱାରେଣ୍ଟାଇନରେ, ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ସନ୍ଦେହରେ କ୍ୱାରେଣ୍ଟାଇନ; ଏବେ ବ୍ୟାଙ୍କ ବନ୍ଦ, ୧୫ ତାରିଖରେ ଖୋଲିପାରେ, ଜରୁରୀ ଥିଲେ ନବରଙ୍ଗପୁର/ପାପଡ଼ାହାଣ୍ଡି ବ୍ରାଞ୍ଚ ଯିବାକୁ ପରାମର୍ଶ

You might also like