ଧିରସ୍ଥିର ଓ ଶାନ୍ତ ହୋଇ ଖେଳିଲେ ଟିମ୍‌ ଇଣ୍ଡିଆ ଜିତିବା ସୁନିଶ୍ଚିତ, ନିଜ ଗ୍ରାଉଣ୍ଡ ହେତୁ ବଡ଼ ସୁଯୋଗ ରହିଛି, ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ଭଲ ଖେଳି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନିଅନ୍ତୁ: ଧନରାଜ ପିଲ୍ଲେ

You might also like