ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିବା ପ୍ରସଙ୍ଗରେ ପ୍ରତାପ ଷଡ଼ଙ୍ଗୀ କହିଲେ-ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ହିଁ ନିଷ୍ପତ୍ତି ନେବ, ବିଜେଡି ଭଳି ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମରୁଡ଼ି ନାହିଁ

You might also like