ଧର୍ମଗଡ଼: ପୁଣି ଜଣେ ଛାତ୍ରୀ ଗର୍ଭବତୀ, ଛାତ୍ରୀ ଜଣଙ୍କ ନିଜ ଗାଁ ସ୍କୁଲରେ ପଢନ୍ତି, ଜଣେ ବିବାହିତ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମ ପରେ ଛାତ୍ରୀ ଜଣଙ୍କ ଗର୍ଭବତୀ ସୂଚନା, ଧର୍ମଗଡ଼ ଥାନାରେ ତାଙ୍କ ମା’ ଦେଲେ ଏତଲା

You might also like