ଦେଶର ବିଭିନ୍ନ ବ୍ୟାଙ୍କର ମିଶ୍ରଣ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା, ପିଏନ୍‌ବି, ଓବିସି ଓ ୟୁବିଆଇ ବ୍ୟାଙ୍କ୍ ମିଶି ଗୋଟିଏ ବ୍ୟାଙ୍କ୍‌ ହେବ। କାନାଡ଼ା ବ୍ୟାଙ୍କ୍ ଓ ସିଣ୍ଡିକେଟ୍‌ ବ୍ୟାଙ୍କ୍ ମିଶିବ। ସେହିଭଳି ୟୁବିଆଇ, ଆନ୍ଧ୍ର ବ୍ୟାଙ୍କ୍ ଓ କର୍ପୋରେସନ ବ୍ୟାଙ୍କ୍ ମିଶିଯିବେ। ଇଣ୍ଡିଆନ୍‌ ବ୍ୟାଙ୍କ୍ ସହ ମିଶିଯିବ ଆହ୍ଲାବାଦ ବ୍ୟାଙ୍କ୍।

You might also like