ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦୭କୁ ବୃଦ୍ଧି: ଆକ୍ରାନ୍ତ ସଂଖ୍ୟା ୧୪, ୭୯୨, ଚିକିତ୍ସାଧୀନ ୧୨,୯୭୪, ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି ୨୨୩୧ ଜଣ, ମହାରାଷ୍ଟ୍ରରେ ସର୍ବାଧିକ ୨୦୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା

You might also like