ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୩୯କୁ ବୃଦ୍ଧି, ମୋଟ୍ ୭,୪୪୭ ଆକ୍ରାନ୍ତ, ୬୫୬୫ ଚିକିତ୍ସାଧୀନ, ଡିସ୍‌ଚାର୍ଜ ହୋଇଛନ୍ତି ୬୪୩ , ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା- ମହାରାଷ୍ଟ୍ରରେ ୧୧୦, ମଧ୍ୟପ୍ରଦେଶରେ ୩୩, ଗୁଜରାଟରେ ୧୯, ଦିଲ୍ଲୀରେ ୧୩, ପଞ୍ଜାବରେ ୧୧, ତାମିଲନାଡୁରେ ୮, ତେଲେଙ୍ଗାନାରେ ୭ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା

You might also like