ଦିଲ୍ଲୀ ପୁଲିସ୍‌ର ସମନ ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କହିଲେ- ଏହା କେନ୍ଦ୍ର ସରକାରଙ୍କ ଚିଠି, ବିନା ତାରିଖ ଓ ନମ୍ବରରେ କେମିତି ଆସିଲା ? ମୋ ପାଖକୁ ଆସିନି, ଯାହା ଶୁଣିଛି ତଥ୍ୟ ଓ ସାକ୍ଷୀ ଦେବା ପାଇଁ କୁହାଯାଇଛି। ଅଭିଯୋଗ କେଉଁଠୁ ଆସିଲା ? ତାରିଖ କିମ୍ବା ନମ୍ବର ନଥିଲେ ଉତ୍ତର ଦେବିନି

You might also like