ଦାମ ରାଉତ କହିଲେ ବିଜେଡି ପ୍ରତି ମୋ ମନ ବିମୁଖ ନଥିଲା, ବିଜୁବାବୁ ମୋତେ ଆଣିଥିଲେ, ନବୀନ ପଟ୍ଟନାୟକଙ୍କ ସହ କାମ କରିଛି; ବିଜେଡିକୁ ମୁଁ ଛାଡ଼ିନି, ବିଜେଡି ମୋତେ ବହିଷ୍କାର କରିଛି; ମୁଁ ନେତାଙ୍କ ବିରୋଧରେ କହିନି, ଦୁର୍ନୀତି ବିରୋଧରେ କହିଛି

You might also like