ଦଳୀୟ ଟିକେଟ ପ୍ରସଙ୍ଗରେ କୃଷ୍ଣ ସଗରିଆ କହିଲେ- ପିସିସି ସଭାପତି କେବଳ ଟିକେଟ୍‌ ପାଇଁ ସୁପାରିଶ କରିବେ, ମୁଁ ସେମିତି ଦଳ ବିରୋଧୀ କାମ କିଛି କରିନି ଯେ ଟିକେଟ କଟିବ

You might also like