ଦକ୍ଷିଣପୂର୍ବ ରେଲୱେର ନୂଆ ମହାପ୍ରବନ୍ଧକ ଭାବେ ଓଡ଼ିଆ ଅଫିସର ସଞ୍ଜୟ କୁମାର ମହାନ୍ତି ନିଯୁକ୍ତ। କ୍ୟାବିନେଟ କମିଟିର ଅନୁମୋଦନ ପରେ ତାଙ୍କ ନା ଘୋଷଣା, ୧୯୮୫ ମସିହା ଆଇଆରଟିସି ବ୍ୟାଚର ସଞ୍ଜୟ ପୂର୍ବରୁ ଦକ୍ଷିଣ ପୂର୍ବ ରେଳବାଇର ପ୍ରିନ୍ସିପାଲ ଏଗ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ

You might also like