ତୃତୀୟ ପଜିଟିଭଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ଦେଲେ ସୁବ୍ରତ ବାଗଚୀ: କହିଲେ- ସଂପୃକ୍ତ ୬୦ ବର୍ଷ ବୟସ୍କ ବ୍ୟକ୍ତି ମାର୍ଚ୍ଚ ୭ରେ ଦିଲ୍ଲୀ ଯାଇଥିଲେ, ଦିଲ୍ଲୀରୁ ହରିୟାଣା ରିୱାଡ଼ା ଯାଇ ୧୦ରେ ଭୁବନେଶ୍ୱର ଫେରିଥିଲେ, ଇଣ୍ଡିଗୋ ବିମାନ 6E 2014 ବିମାନରେ ସପରିବାର ଫେରିଥିଲେ, ମାର୍ଚ୍ଚ ୧୩ରେ ଅସୁସ୍ଥ ଅନୁଭବ କରିଥିଲେ Edited By OTV Khabar Bureau | By Abinash Pati On Mar 27, 2020 Share Share