ଢେଙ୍କାନାଳ ବେଲଟିକିରି ସେଲ୍ଟର୍ ହୋମ୍ ନିର୍ଯାତନା ଘଟଣାକୁ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ଭାଇରାଲ୍ ଧର୍ମାନ୍ତରୀକରଣ ଭିଡିଓର କୌଣସି ଅଭିଯୋଗ ଆସିନି,ଅଭିଯୋଗ ଆସିଲେ ତଦନ୍ତ ହେବ, ଦୋଷୀଙ୍କୁ ଦଣ୍ଡ ମିଳିବ

You might also like