ଢେଙ୍କାନାଳ ବଳରାମପୁରରେ ମଦ ଫ୍ୟାକ୍ଟ୍ରି ପାଇଁ ଗଛକଟା ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ: କହିଲେ- ବଳରାମପୁରରେ ୬୨.୭୯ ଏକର ଜାଗାରେ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ କରାଯାଇଛି, plant ବସାଇବାକୁ ଇଡ୍‌କୋ ଅନୁମତି ଦେଇଛି, ୧୦.୫୯ ଏକର ଜମିରୁ ଗଛ କାଟିବାକୁ ଡିଏଫ୍ଓଙ୍କୁ ଅନୁମତି ଦେଇଥିଲେ

You might also like