ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ଲାଗୁ ହେବନି ପାସ କଟକଣା, ନିଜ ପରିଚୟପତ୍ର ଦେଖାଇ ହସ୍ପିଟାଲ ଯାଇପାରିବେ ସ୍ୱାସ୍ଥ୍ୟ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି କଟକଣା କୋହଳ ପାଇଁ ଡିଜିପି ଅଭୟଙ୍କ ନିର୍ଦ୍ଦେଶ: ସବୁ ଜିଲ୍ଲାର ଏସ୍‌ପି ଓ ଡିସିପିମାନଙ୍କୁ ଚିଠି କଲେ ପୁଲିସ ଡିଜି 

You might also like