ଝାରସୁଗୁଡ଼ା: ଆଲବମ୍ ଅଭିନେତ୍ରୀ ସିମ୍‌ରନ ସିଂ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଧ୍ରୁବରାଜ ସୁନାଙ୍କୁ ରିମାଣ୍ଡରେ ନେଲା ପୁଲିସ, ଝାରସୁଗୁଡ଼ା ଜେଲ୍‌ରୁ ୨୯ ତାରିଖ ଯାଏ ରିମାଣ୍ଡର ନେଲା ସମ୍ବଲପୁର ପୁଲିସ

You might also like