ଜୁଲାଇ ୬ରୁ ଆରମ୍ଭ ହେବ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟି ପରୀକ୍ଷା, ୬ରୁ ୨୭ ଯାଏ ପର୍ଯ୍ୟାୟକ୍ରମେ ହେବ ଟର୍ମିନାଲ ସେମିଷ୍ଟାର ପରୀକ୍ଷା, ହୋବ୍ ପଦ୍ଧତିରେ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷଙ୍କ ଘୋଷଣା, ଘରେ ରହି ଅନଲାଇନରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପ୍ରଶ୍ନପତ୍ର ହ୍ୱାଟ୍‌ସଆପ୍, ମେଲ୍‌ରେ ଯିବ, ପିଲା ଲେଖି ସ୍କାନ କରି ପଠାଇବେ

You might also like