ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଁଟରରେ ୩ ଆତଙ୍କବାଦୀ ମୃତ। ସୋପିଆନରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଛି। ୩ ଆତଙ୍କବାଦୀ ମୃତ, ଅନ୍ୟ ଜଣେ ଆତଙ୍କୀ ଆତ୍ମସମର୍ପଣ କରିଛି

You might also like