ଜଳେଶ୍ୱର: ବାଲିଆପାଳ ବ୍ଲକ୍‌ ମଧୁପୁରା ଗାଁର ଏକ ଗୁହାଳ ଘରେ ଅଗ୍ନିକାଣ୍ଡ; ୪ ଗୋରୁ ମୃତ, ୫ ଗୁରୁତର, ମଶାଧୂପରୁ ଗୁହାଳ ଘରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି

You might also like