ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫ୍ଓଙ୍କ ପଦକ୍ଷେପ; ନିଆଁ ଲଗାଉଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବ କହିଲେ DFO, ନିଆଁ ଲଗାଉଥିବା ଲୋକଙ୍କ ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା

You might also like