ଜଙ୍ଗଲରେ ନିଆଁ ଲାଗିବା ନୂଆ କଥା ନୁହେଁ। ନିଆଁ ପ୍ରତିବର୍ଷ ଲାଗେ। ନିଆଁ ଲାଗିବା ଏକ ପ୍ରାକୃତିକ ପ୍ରକ୍ରିୟା। ଓଡ଼ିଶାରେ ଲାଗିଥିବା ନିଆଁ କ୍ରାଉନ୍ ଫାୟାର ନୁହେଁ, ଗ୍ରାଉଣ୍ଡ ଫାୟାର। ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଲେ ପିସିସିଏଫ୍ ଜିତେନ୍ଦ୍ର କୁମାର

You might also like