ଜଗତସିଂହପୁର: ବିଲୁଆଖାଇ ନଦୀ ପଠାରୁ ନର୍ସଙ୍କ ମୃତଦେହ ଉଦ୍ଧାର ଘଟଣା; ହତ୍ୟା ପଛରେ ନର୍ସଙ୍କ ପୁରୁଷ ବନ୍ଧୁ ଥିବା ସନ୍ଦେହରେ ପୁଲିସର ଖୋଳତାଡ଼, ପୁରୁଷ ବନ୍ଧୁଙ୍କ ବାପା, ଭାଇ ଓ ତାଙ୍କ ୪ ସାଙ୍ଗକୁ ବିରିଡ଼ି ଥାନାରେ ଜେରା

You might also like