ଜଗତସିଂହପୁର: ଆଳିପିଙ୍ଗଳ ଜେଲର ୨୧ ବନ୍ଦୀଙ୍କୁ କରୋନା, ୨୧ ଜଣଙ୍କ ମଧ୍ୟରୁ ୨୦ ବିଚାରାଧୀନ ଓ ଜଣେ ସଜାପ୍ରାପ୍ତ କଏଦୀ; ପୂର୍ବରୁ ଜେଲର ୩ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ

You might also like