ଚୀନ୍ ସହ ସୀମା ବିବାଦକୁ ନେଇ ବୈଦେଶିକ ମନ୍ତ୍ରାଳୟର ବୟାନ; ଗତ ୧୫ ତାରିଖରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି, ସଂଘର୍ଷରେ ଉଭୟ ପକ୍ଷକୁ କ୍ଷତି ସହିବାକୁ ପଡ଼ିଛି, ଚୀନ୍ ସେନାର ଏକତରଫା ଉଦ୍ୟମ ଯୋଗୁଁ ଏଭଳି ଘଟଣା ଘଟିଲା

You might also like