ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସିଏଚସିରୁ ଆମ୍ବୁଲାନ୍ସ ମିଳିଲାନି, ସିଏଚସିରୁ ମାଝିଗୁଡ଼ା ଗାଁକୁ କାନ୍ଧରେ ବୁହାହେଲା ଯୁବକଙ୍କ ମୃତଦେହ, ଦୁର୍ଘଟଣାରେ ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା

You might also like