ଚାନ୍ଦବାଲି ପରେ ଭୁବନେଶ୍ୱରରେ କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ବିରୋଧ: ଛାତ୍ର ଯୁବ କଂଗ୍ରେସ ପକ୍ଷରୁ ବିଶାଲଙ୍କ ଘର ଘେରାଉ ପାଇଁ ଯିବା ବେଳେ ରୁପାଲି ଛକରେ ଅଟକାଇଲା ପୁଲିସ; ଯୁବ କଂଗ୍ରେସ-ପୁଲିସ ଧସ୍ତାଧସ୍ତି, ବିଶାଲଙ୍କ କୁଶପୁତ୍ତଳିକା ଦାହ

You might also like