ଘରୋଇ ଲ୍ୟାବ୍‌ରେ ଆଣ୍ଟିଜେନ୍‌ ଟେଷ୍ଟ ପାଇଁ ଦର ଧାର୍ଯ୍ୟ, ଆଣ୍ଟିଜେନ୍‌ ଟେଷ୍ଟ ପାଇଁ ୪୫୦ ଟଙ୍କା ଧାର୍ଯ୍ୟ କଲେ ରାଜ୍ୟ ସରକାର; ICMR ପ୍ରୋଟୋକଲ୍‌ ମାନି ଟେଷ୍ଟ କରିପାରିବେ ଘରୋଇ ଲ୍ୟାବ୍

You might also like