ଗତକାଲି ନିଖୋଜ ହୋଇଥିବା ଶିଶୁପୁତ୍ରର ମିଳିଲା ମୃତଦେହ। ଏକ କୂଅରୁ ମିଳିଲା ୩ ବର୍ଷର ଶିଶୁ ପୁତ୍ର। ଗାଁ ଦାଣ୍ଡରେ ଖେଳୁଥିଲା ବେଳେ ନିଖୋଜ ହୋଇଯାଇଥିଲା।

You might also like